Thursday, October 1, 2026

ସ୍ରଷ୍ଠା ସୃଷ୍ଟି ପାଳକ ଅପଲକ

ସ୍ରଷ୍ଠା ସୃଷ୍ଟି ପାଳକ ଅପଲକ ଚକାଡୋଳା ଯୋଡିକ ଅନ୍ତରୀକ୍ଷ ବିଶାଳ ହୃଦୟରେ କମଳା ପଣତ ସ୍ନେହଁ ମୋ ଅଜ୍ଞାନ ପାପକୁ ଦେଖି ପାଦ ପାଣି ଲୁଚାଇଲେ ହେ ପରମ ପତିତ ପାବନ କାହାର ହୋଇବି କୁହ

No comments:

Post a Comment