Thursday, October 1, 2026

ହେ ଚକାଡୋଳା କୃପା ନେତ୍ରରେ

ହେ ଚକାଡୋଳା କୃପା ନେତ୍ରରେ ଅଖିଳ ବ୍ରହ୍ମାଣ୍ଡକୁ ଚାହିଁଛ ବିଶ୍ୱ ଚିନ୍ତାମଣି ହେ କେବେ ଭାବକି ପାମର କଥା ହୃଦରେ ଗିରିଧର ତୋଳା ମହାବାହୁ ପ୍ରସାରି କାହା ଅପେକ୍ଷା କରିଛ ରାଧା ଚିତ୍ତ ଚୋର ଡାକି ଶରଣ ଦେଵେ କି ଛନ୍ଦା ପାଦରେ

No comments:

Post a Comment