Saturday, October 17, 2026

ରାଧା ଦେହ ପଞ୍ଜୁରୀରେ

ରାଧା ଦେହ ପଞ୍ଜୁରୀରେ କୃଷ୍ଣ ଆତ୍ମା ଶାରୀ ନିଳ ନିର୍ମଳ ଆକାଶକୁ ସର୍ବଦା ଝୁରି ମରେ ଇନ୍ଦ୍ରିୟ ବିକାରଙ୍କ ମେଳରେ ଚିର ଉଦାସୀ ନିରନ୍ତର ଭଜେ ରାମ ହରେ କୃଷ୍ଣ ହରେ

No comments:

Post a Comment