Saturday, October 17, 2026

ପରମ ପାବନ ଉଷା କାଳ

ପରମ ପାବନ ଉଷା କାଳ ସାଗର ବେଳା ଭୁମିଟିଏ ତୁମ୍ଭେ ତୁମ୍ଭେ ମୃଦ୍ୟୁ ସୁଶୀତଳ ପବନ ସ୍ପରଶ ଜୁଆରର ଆଲିଙ୍ଗନ ସୁଉଚ୍ଚ ପାହାଡ଼ ଦେହରେ କାଚ କେନ୍ଦୁ ଝରଣା ଧାର ତୁମ୍ଭେ ଆକୁଳ ବ୍ୟାକୁଳ ଚଞ୍ଚଳ ପାଦ ଅଧୀର ଭେଟିବ ନନ୍ଦ ନନ୍ଦନ

No comments:

Post a Comment