Tuesday, October 13, 2026

ଚାରି ବେଦ ମିଳିତ

ଚାରି ବେଦ ମିଳିତ ସ୍ୱରରେ ଗାଆନ୍ତି ତୁମ୍ଭ ମହା ପାବନ କିର୍ତ୍ତୀ ଅକ୍ଷର ଅକ୍ଷରରେ ଶବ୍ଦ ଶବ୍ଦରେ ଧାଡି ଧାଡିରେ ଉଛୁଳେ ସୁଧା ନାରଦ ଗଣେଶ ବ୍ରହ୍ମା ଉମା ଶଙ୍କର ସଦା ପୂଜନ୍ତି ତୁମ୍ଭ ଆକୃତି ମହାଲକ୍ଷ୍ମୀ ସେବୁଥାନ୍ତି ଚରଣ ଧରି ରୂପ ସୀତା ରୁକ୍ମଣୀ ରାଧା

No comments:

Post a Comment