Tuesday, October 13, 2026

ଅଭାବକୁ ବାସୁଦେବ

ଅଭାବକୁ ବାସୁଦେବ ଅଚିନ୍ତ୍ୟ ଅଲେଖ ନିରାକାର ଅପ୍ରମେୟ ଦାଢ୍ୟତା ଭକ୍ତି ଭାବକୁ ଲକ୍ଷ୍ମୀ ହୃଦୟ ବ୍ରହ୍ମଦାରୁ ଚକାଡୋଳା ସମୂଳ ସକଳ ବିକାର ଧ୍ଵଂସ ଲାଗି ଦଶ ଅବତାର ଜଗନ୍ନାଥ ମହାବାହୁଙ୍କର ଆରତି ଦର୍ଶନ କରୁଛି କେଡେ ପୂଣ୍ୟ ବେଳା

No comments:

Post a Comment