Friday, October 2, 2026

ଏହି ମହା ପାତକୀର

ଏହି ମହା ପାତକୀର ଇହ କାଳ ଅବଧି ସରି ଯାଉଅଛି ବିଷ୍ଣୁ ପତ୍ନୀ ଶ୍ରୀକ୍ଷେତ୍ର ରାଣୀ ହୃଦୟରେ ନ ବସିଲା ଦୟା ଆଜନ୍ମରୁ ବଡ ଦେଉଳ ଦ୍ୱାରରେ ଭିକ୍ଷା ଥାଳ ପାତିଅଛି ରେଣୁ ମାତ୍ର ଅଧାଗଢା ପାଦ ଧୂଳି ଦେଲେ ଚିଡ଼ିବ ମାୟା

No comments:

Post a Comment