Friday, October 2, 2026

ନୀଳକନ୍ଦର କଳା ସାଆନ୍ତଙ୍କର

ନୀଳକନ୍ଦର କଳା ସାଆନ୍ତଙ୍କର ଚକାଡ଼ୋଳାରେ ଚାରି ଚକ୍ଷୁ ଆତ୍ମାକୁ ପିତା ବାହୁ ଭିଡ଼ ଆଲିଙ୍ଗନ ମାତାର ସୁରକ୍ଷା କୋଳ ଭଉଣୀର ହାତ ରାକ୍ଷୀ ପିକ କଣ୍ଠ କୁହୁ ତାନ ମଙ୍ଗଳ ଆଳତି ନବଧା ଭକ୍ତି କମଳ ବିକଳ ହେବାକୁ ଅଧାଗଢା ଗଳା ମାଳ

No comments:

Post a Comment