Wednesday, October 7, 2026

ଯେଣେ ଚାହିଁଲେ ତେଣେ

ଯେଣେ ଚାହିଁଲେ ତେଣେ କେବଳ ଶ୍ରୀମଧୁସୂଦନ ଗୋପାଳ କୃଷ୍ଣ ପଦ୍ମ ଅଧରରେ ମୋହନ ମୁରଲୀ ଶିରରେ ଶିଖି ପୂଛ ଘନ ଶ୍ୟାମ ଯେଣେ ଚାହିଁଲେ ତେଣେ କେବଳ ଶ୍ରୀଗୁଣ୍ଡିଚା ଘୋଷ ଯାତ୍ରୀଟିଏ ପୀତବସନ ବନମାଳୀ ବ୍ରହ୍ମଦାରୁ ଅଧାଗଢା ହରି ସୁଭଦ୍ରା ରାମ

No comments:

Post a Comment