Wednesday, October 7, 2026

କଳିରେ ମନୁଷ୍ୟ ଶରୀର ବହି କିଏ କଳିବ ମାୟା ତୋର ଚୋରକୁ କହିବୁ ଚୋରି କର ଆରକ୍ଷୀକୁ କହିବ ଧର ମାର ମହାଲକ୍ଷ୍ମୀ ସେବିତ ଚରଣରେ ବିଷ୍ଣୁ ମାୟା ପଶିଲା ଶରଣ ବ୍ରହ୍ମଦାରୁ ଅଧାଗଢା ମହାବାହୁ ଚକାଡୋଳା କର ଭବୁ ପାର

No comments:

Post a Comment