Tuesday, October 20, 2026

ମାଆ ମହାଲକ୍ଷ୍ମୀ ହୃଦୟ

ମାଆ ମହାଲକ୍ଷ୍ମୀ ହୃଦୟ ଗୋଟିକ କମଳଠାରୁ କୋମଳ ଆକୁଳ ବିକଳେ କାନ୍ଦିଲେ ନେବେ ଜଗନ୍ନାଥଙ୍କ ପାଖକୁ ହୃଦୟ କମଳ କେଶରରେ ଲକ୍ଷ୍ମୀ ନାରାୟଣ ପାଦ ପୂଜିବି ଦେହ ବିସ୍ମୃତ ହୋଇ ଚାହିଁଥିବି ନୀଳାଦ୍ରି ବିଜୟ ବେଶକୁ

No comments:

Post a Comment