Tuesday, October 20, 2026

ସତେ କି ଜୀବନରେ

ସତେ କି ଜୀବନରେ ଲୋଟିବି ଥରେ ମାଆ ପାଦରେ ମାଆ ଦୁଃଖ ପୋଛିଦେବ ମମତା ବୋଳା ପଣତରେ କିଛି ବି ନ କହି ମୋର ମନ ଦେହ ବ୍ୟଥା ନେଇ ଯିବ ମା ପାଦ ପଦ୍ମ ପଖାଳିବି ଆଖି ଲୁହରେ ଅଜାଣତରେ

No comments:

Post a Comment