Monday, October 19, 2026

ଶକ୍ତି ସୁଭଦ୍ରା ବେନି ପାଦ

ଶକ୍ତି ସୁଭଦ୍ରା ବେନି ପାଦ ପୂଜା ଅଖିଳ ସଂସାର କରେ ତୁଣ୍ଡେ ଦେଇ ବିଷ୍ଣୁ ଘରଣୀ ହାତ ରନ୍ଧା ଷାଠିଏ ପଉଟି ଅବଢ଼ା ଖାଇନି ବଳ ପାଉନି ଚଢ଼ିବିକି ବାଇଶି ପାହାଚ କେଡେ ଆକୁଳ ରାମ ନ ପାଇଲା କୃଷ୍ଣଦ୍ୱାରେ ପାଇଟି

No comments:

Post a Comment