Monday, October 19, 2026

ନ ତେଜିବି କେବେ ମୁଁ ଶ୍ୟାମ ମୁରଲୀ ଧରା

ନ ତେଜିବି କେବେ ମୁଁ ଶ୍ୟାମ ମୁରଲୀ ଧରା ଭୂମି ଫଟା ବୈଶାଖ ରୋୖଦ୍ରକୁ ଶ୍ରାବଣ ଧାରା ଯଦି ଭେଟ ହୋଇବ ଛନ୍ଦା ଚରଣେ ଲୋଟିବି ରାମ ଦୁଃଖୀ ଜୀବନ ଗୋବିନ୍ଦ ସୁଖ ପସରା

No comments:

Post a Comment