Monday, October 19, 2026

ତୁମ୍ଭେ ପ୍ରଭାତ ଓଁକାର

ତୁମ୍ଭେ ପ୍ରଭାତ ଓଁକାର ତୁମ୍ଭେ ପ୍ରଭାତ ଗାୟତ୍ରୀ କୁକୁଟ ଉଚ୍ଚ କଣ୍ଠ ଡାକ ମୟୁର ବିସ୍ତାରିତ ପୁଛ ତୁମ୍ଭେ ଉଷା ଅରୁଣ ଆଭା ତୁମ୍ଭେ ଶରତ ଚନ୍ଦ୍ର ଜଗନ୍ନାଥ ଚକାଆଖି ପାବନୀ ଗଙ୍ଗା ଧାର ସ୍ଵଛ

No comments:

Post a Comment