Monday, October 19, 2026

ପାଦ ପଘାରେ ବନ୍ଧା

ପଘାରେ ପାଦ ବନ୍ଧା ମୁହିଁ ତୋ କଅଁଳା ବାଛୁରୀ ତୁହି ଗୋଷ୍ଠକୁ ବାହୁଡା ଦୁଗ୍ଧ ଝରା ଆତ୍ମାର ମାତା ମୁହିଁ ତୋ ବୃଦ୍ଧ ପିତା ମାତା ତୁହି ଯୁବକ ସନ୍ତାନ ତୁହି ନୀଳାଦ୍ରି ବିଜୟ ଚକାଡୋଳା ରାମ ସୀତା

No comments:

Post a Comment