Sunday, October 11, 2026

ଷଢ଼ ବିକାର ଛାଟରେ ଡହଳ

ଷଢ଼ ବିକାର ଛାଟରେ ଡହଳ ବିକଳ ଜୀବନ ଜୀବିକା ପଘା ଛିଡା ଏଗାର ଇନ୍ଦ୍ରିୟ ଶ୍ରୀକ୍ଷେତ୍ରକୁ ବାଟ ହୁଡ଼ିଲେ ଯୋନି ଯୋନି ଭ୍ରମି ଆକୁଳେ ଖୋଜେ ଅଧାଗଢା ପାଦ ଛୁଇଁ ପାରିବି କି ଥରୁଟିଏ ଯମ ବାନ୍ଧିବ ବେଳ ବୁଡ଼ିଲେ

No comments:

Post a Comment