Sunday, October 11, 2026

ଯେଉଁ ଜୀବ ଛୁଇଁଲା

ଯେଉଁ ଜୀବ ଛୁଇଁଲା ତୁମ୍ଭରି ଅଧାଗଢା ଛନ୍ଦା ଚରଣକୁ ଦୁର୍ଲଭ ମନୁଷ୍ୟ ଜନ୍ମ ତାହାର ହୋଇଯାଏ ଧନ୍ୟ ଧନ୍ୟ ଯେଉଁ ଶ୍ରୀରାଧା ଚରଣକୁ ଶିଖି ପୂଛ ଶିରରେ ସ୍ଥାପିଲ ସେହି ଚରଣକୁ ମହା ପାପୀ ରାମ କରେ ମହା ମାନ୍ୟ

No comments:

Post a Comment