Saturday, October 3, 2026

ଶ୍ରୀଜଗନ୍ନାଥଙ୍କର ଚକାଡ଼ୋଳାରେ

ଶ୍ରୀଜଗନ୍ନାଥଙ୍କର ଚକାଡ଼ୋଳାରେ ନୟନ ଦୁଇଟି ମିଳିଗଲେ ଅଶେଷ ଜନ୍ମର ଆତ୍ମୀୟ ସମ୍ପର୍କ ଗୋଟି ଗୋଟି ମନେ ପଡେ ଆହାଃ ସତେ କିଏ ସେ ଗଢିଲା ଏଡ଼େ ନୟନ ମୋହନ ରୂପ ଗରୁଡ଼ ପଛରୁ ଚାହିଁଲେ ଜୀବ ପରବ୍ରହ୍ମଙ୍କୁ ଭାବରେ ଯୋଡ଼େ

No comments:

Post a Comment