Saturday, October 3, 2026

କେମିତି ଦେଖା ଯାଆନ୍ତି କମଳା କାନ୍ତ

କେମିତି ଦେଖା ଯାଆନ୍ତି କମଳା କାନ୍ତ ଶ୍ରୀଜଗନ୍ନାଥ ଗରୁଡ଼ ପଛରୁ ବେନି ନୟନରେ ଦେଖିଲେ ଜାଣିବୁ ଯେମିତି ଭାବକୁ ସେମିତି ଆକାର ଭକ୍ତ ହରି ଚନ୍ଦନ ନବଧା ଭକ୍ତିରୁ ଗୋଟିକରେ ଅତି ଭିଡିକି ବାନ୍ଧିବୁ

No comments:

Post a Comment