Tuesday, October 6, 2026

ଉମାକୁ ବସାଇ ବାମ ଜଙ୍ଘରେ

ଉମାକୁ ବସାଇ ବାମ ଜଙ୍ଘରେ ରାମ ନାମକୁ କରିଛ ଜପା ମାଳି ସଂସାରକୁ ଆଖି ବୁଜି ଦେଇ ହୃଦୟରେ ଧ୍ୟାନ କରୁଛ ବନମାଳୀ ଅଖିଳ ବିଶ୍ୱର ରକ୍ଷା ଲାଗି ଗରଳକୁ ପାନ କଲ ହେ ମହାଦେବ ଯାହା ଲାଗି ତୁମ୍ଭ ଶିର ଜଟା ଥରେ ଭେଟ କରାଅ ଏତିକି ଅଳି

No comments:

Post a Comment