Tuesday, October 6, 2026

ପ୍ରତି ଜୀବ ହୃଦୟ କମଳ

ପ୍ରତି ଜୀବ ହୃଦୟ କମଳ କେଶରେ ଶ୍ରୀଜଗନ୍ନାଥ ଶ୍ରୀଜଗନ୍ନାଥ ଚକାଡୋଳା ଚକ୍ଷୁ ଦୁଇ ସୂର୍ଯ୍ୟ ଶଶୀ ସର୍ବ ପରମାଣୁ ଅଣୁ ସର୍ବ ରେଣୁରେ ଶ୍ରୀଜଗନ୍ନାଥ ଶ୍ରୀଜଗନ୍ନାଥ ସନାତନ ସାରଥି ସର୍ବ ହୃଦୟ ବାସୀ

No comments:

Post a Comment