Friday, October 16, 2026

କ୍ଷୀର ସାଗର ଜେମା କରାଞ୍ଜୁଳିରେ

କ୍ଷୀର ସାଗର ଜେମା କରାଞ୍ଜୁଳିରେ ଚରଣ ରଖି ସାତ ଫଣା ଛାୟାରେ ଶୟନ କଲେ ଜୀବ ଧନ ଅପଲକ ଚକାଆଖିରୁ ଆତ୍ମା ଆଉ ନ ଫେରଇ ଥରୁଟେ ଅଧାଗଢାଙ୍କୁ ଦେଲେ ଦେହ ପ୍ରାଣ ମନ

No comments:

Post a Comment