Friday, October 16, 2026

ସପନରେ ଯାହାଙ୍କର

ସପନରେ ଯାହାଙ୍କର ଛନ୍ଦା ଚରଣ ଛୁଇଁଲା ଶିର ପ୍ରାଣ ସଖି ଲୋ ଆଖି ଦେଖିବା ନ ହେଲା ଭାଗ୍ୟ ରାମ ହାତ ଗୁନ୍ଥା ତୁଳସୀ ଝୁରି ଝୁରି ନିତି ମଉଳେ ଥରେ ରାଧା ବନମାଳୀ ନ ଘେନିଲେ ପୂଜା ଅର୍ଘ୍ୟ

No comments:

Post a Comment