Saturday, October 10, 2026

ଅଧାଗଢା କେବଳ ଚକାଡ଼ୋଳାରେ ଚାହିଁ ଦେଲେ

ଅଧାଗଢା କେବଳ ଚକାଡ଼ୋଳାରେ ଚାହିଁ ଦେଲେ ପାପି ହୃଦୟ ହେବ ନିର୍ମଳ ଭରିବ ନିଷ୍କାମ ପ୍ରେମ ଲକ୍ଷ୍ମୀ ହୃଦ କଳା ଶ୍ରୀମୁଖକୁ ଚିନ୍ତି ହୃଦ କମଳରେ ଦିବସ ଶର୍ବରୀ ଜପୁଥିବି ହରେ କୃଷ୍ଣ ହରେ ରାମ

No comments:

Post a Comment