Saturday, October 10, 2026

ଦଶାବତାର ଉକୁଟି ଉଠେ ଚାରି ଚକ୍ଷୁ ହେଲେ

ଦଶାବତାର ଉକୁଟି ଉଠେ ଚାରି ଚକ୍ଷୁ ହେଲେ ପତିତପାବନ ଜଗନ୍ନାଥ ବ୍ରହ୍ମାନନ୍ଦ ଚକାଡୋଳା ବିନା ବିଘ୍ନରେ ତରି ଯା ଅଥଳ ଅକୂଳ ସଂସାର ଅଧାଗଢା ଶରଣ ପଶ ନରଜନ୍ମ ପୂଣ୍ୟ ବେଳା

No comments:

Post a Comment