Sunday, October 11, 2026

ସକଳ ଆକାରକୁ ଅତି

ସକଳ ଆକାରକୁ ଅତି ସୁଚାରୁ ପାଳନ କରୁ କରୁ ଲକ୍ଷ୍ମୀ ହୃଦୟ ଜଗନ୍ନାଥଙ୍କର ଥକି ପଡୁଥିବ ପାଦ ଛନ୍ଦା ଚରଣରେ ଆଶ୍ରୟ ଦେଲେ ଧୀରେ ଚିପନ୍ତି ପାଉଣା ବାବଦକୁ ଦି ଓଳି ଚାଖନ୍ତି ଅବଢ଼ା ସ୍ୱାଦ

No comments:

Post a Comment