Sunday, October 11, 2026

ଏହି ଅଖିଳ ସଂସାରଟା ସାରା ଯେତେ ଜୀବ

ଏହି ଅଖିଳ ସଂସାରଟା ସାରା ଯେତେ ଜୀବ ନବଧା ଭକ୍ତିରେ ସଭିଙ୍କୁ ବାନ୍ଧିଛନ୍ତି ଜଗନ୍ନାଥ ଉର୍ଦ୍ଧକୁ ଦୁଇ ବାହୁ ତୋଳି ଥରେ ହରି ବୋଲ ଅଶରଣ ଶରଣ ଅଭୟ ପଞ୍ଜର ଅନାଥ ନାଥ

No comments:

Post a Comment