Tuesday, October 13, 2026

ହେ ବ୍ରହ୍ମଦାରୁ ମହାବାହୁ

ହେ ବ୍ରହ୍ମଦାରୁ ମହାବାହୁ ତୁମ୍ଭେ ଜୀବ ଜୀବନ ଜୀବିକା ରୁକ୍ମଣୀ ପ୍ରେମ ଚିଠି ଗ୍ରାହକ ନନ୍ଦୀ ଘୋଷ ରଥ ବାହକ ହେ ଜଗନ୍ନାଥ ଚକାଡୋଳା ଭକତ ହୃଦୟ ହରି ଚନ୍ଦନ ଅଥଳ ଅକୂଳ ସଂସାର ସମୁଦ୍ରରେ ତୁମ୍ଭେ ନାଵ ନାବିକ

No comments:

Post a Comment