Friday, October 2, 2026

ଅତ୍ୟନ୍ତ ସାଧାରଣ ଠାକୁର

ଅତ୍ୟନ୍ତ ସାଧାରଣ ଠାକୁର ନିମ୍ବଦାରୁରେ ଗଢା ଚକାଡୋଳା ପାଦ ପାଣି କର୍ଣ୍ଣ ଶୂନ୍ୟ ଅଧାଗଢା ଗରୁଡ ପଛରୁ ଥରୁଟିଏ ଚକାଆଖିଙ୍କୁ ଚାହିଁଲେ ଭୋକ ବଢ଼ାଇ ଦିଏ ଲକ୍ଷ୍ମୀ ହସ୍ତ ରନ୍ଧା ଅବଢ଼ା

No comments:

Post a Comment