Friday, October 2, 2026

ସଜୀଵ ନିର୍ଜୀଵ ସଚରାଚର ରେଣୁ ଅଣୁ ପରମାଣୁ

ସଜୀଵ ନିର୍ଜୀଵ ସଚରାଚର ରେଣୁ ଅଣୁ ପରମାଣୁ ଦୃଶ୍ୟ ଅଦୃଶ୍ୟ ଅନୁଭୂତ ସର୍ବ ରୂପ ତୁମ୍ଭର ଜଗନ୍ନାଥ ଇନ୍ଦ୍ରିୟଙ୍କୁ ତୁମ୍ଭେ ଅପହଞ୍ଚ ଅମୁହାଁ ଦେଉଳର ଦିଅଁ ଆତ୍ମା ଗରୁଡ଼ ପଛରୁ ଉର୍ଦ୍ଧ୍ୱକୁ ତୋଳିଛି ବେନି ହାତ

No comments:

Post a Comment