Sunday, October 4, 2026

ଅକର୍ମା ଦାନୀ ଅଶରଣ

ଅକର୍ମା ଦାନୀ ଅଶରଣ ଶରଣ କମଳା ହୃଦୟ ଚକାଡୋଳା ଅଖିଳ ଜୀବ ଆତ୍ମା ଯାହା ଦେବୁ ସକଳ କିଛି ସାଉଁଟି ନେବେ ଯଦି ନିଷ୍କାମ ପ୍ରେମକୁ ସକଳ ବିକାର ତେଜି ପତିତକୁ ବାଣ୍ଟିବୁ ଅଧାଗଢା ବନମାଳୀ ହୋଇ ଛନ୍ଦା ଚରଣରେ ଶରଣ ଦେବେ

No comments:

Post a Comment