Sunday, October 4, 2026

ନାରାୟଣ ବ୍ରହ୍ମଦାରୁ

ନାରାୟଣ ବ୍ରହ୍ମଦାରୁ ଅଧାଗଢା ଜଗନ୍ନାଥ ସୂର୍ଯ୍ୟ ସୁଧାକର ଚକାଆଖି ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ଉଚ୍ଚାରି କଦଳୀ ପଟୁଆରେ ଗୁନ୍ଥିଲି କଳା ତୁଳସୀ ମହାଲକ୍ଷ୍ମୀ କମଳା କମଳିନୀ କ୍ଷୀର ସାଗର କନ୍ୟା ଦାରିଦ୍ର୍ୟ ଭଞ୍ଜନୀ ଅଖିଳ ଜନନୀ ସର୍ବ ଜୀବ ପଡି ଦାତ୍ରୀ କାଖରେ ଧଳା ଧାନ କଳସୀ

No comments:

Post a Comment