Friday, October 16, 2026

ମଙ୍ଗଳ ଆଳତି ଘଣ୍ଟା ଧ୍ବନିରେ

ମଙ୍ଗଳ ଆଳତି ଘଣ୍ଟା ଧ୍ବନିରେ ପ୍ରଭୁଙ୍କ ନିଦ ନ ଭାଙ୍ଗେ ବ୍ରହ୍ମଦାରୁ ହେ ଅଧାଗଢା ହୋଇଲ ଦୃଶ୍ୟ ନୁହଁଇ ପାଦ ପତିତପାବନ ବାନା ଉଡୁ ଉଡୁ ପାପେ କି ବୁଡି ମରିବି ହେ ଲକ୍ଷ୍ମୀ ହୃଦୟ ରାମ କଲା କେଡେ ବଡ଼ ଅପରାଧ

No comments:

Post a Comment