Friday, October 16, 2026

ଅଭୟ ଛନ୍ଦା ଚରଣରେ

ଅଭୟ ଛନ୍ଦା ଚରଣରେ ରାମ ଆତ୍ମାକୁ ଥୋଇଅଛି ବାପ ମାଆ ଛେଉଣ୍ଡ ଅନାଥଟିକୁ ନ ଯାଅ ଆଡେଇ ଉଲଗ୍ନ ଗୋପୀ ଯେହ୍ନେ ମୋର ପ୍ରାଣ ଡହଳ ବିକଳ ଚଞ୍ଚଳ ଉଦ୍ଧର ଅପଲକ ନ ଚାହାଁ ଏମିତି ଗାଢେଇ

No comments:

Post a Comment