Tuesday, October 20, 2026

ଆହାଃ କେଡେ ମହାନ ଭାଗ୍ୟ

ଆହାଃ କେଡେ ମହାନ ଭାଗ୍ୟ ମୋର ଦୁର୍ଲଭ ମନୁଷ୍ୟ ଜନମ ମୁହିଁ ମହା ପାତକୀ ବେନି ଚର୍ମ ଚକ୍ଷୁରେ ଦର୍ଶନ କରୁଛି ମାଧବ ଯାହାଙ୍କର ଅମୃତ ବଚନ ଶ୍ରୀମଦଭାଗବତ ରୂପ ଦଶ ଅବତାର ସ୍ମରଣ କରି ରୋମାଞ୍ଚିତ ପୁଲକିତ ପଦ୍ମାବତୀ ପତି ଜୟଦେବ

No comments:

Post a Comment