Tuesday, October 20, 2026

ଶ୍ରୀମନ୍ଦିର ବାଇଶି

ଶ୍ରୀମନ୍ଦିର ବାଇଶି ଗୋଟି ପାହଚରୁ ଗୋଟିଏ ଚଢିଲେ ରତ୍ନ ସିଂହାସନ ତେଜି ପାଖକୁ ଚାଲି ଆସନ୍ତି ଗୋବିନ୍ଦ ଯାଜପୁରିଆ ବନ୍ଧୁ ସୁଦାମା ବାଲ୍ୟ ସାଥି କରୁଣା ସିନ୍ଧୁ ଗରୁଡ ପଛରୁ ଥରେ ଚାହିଁଲେ ଦିଶଇ ଅଦୃଶ୍ୟ ପାଦ

No comments:

Post a Comment