Friday, October 9, 2026

ଏଗାର ଇନ୍ଦ୍ରିୟ ସହିତ ଯୁଝି ଯୁଝି

ଏଗାର ଇନ୍ଦ୍ରିୟ ସହିତ ଯୁଝି ଯୁଝି ଜୀବନ ହୁଏ ବଡ଼ ଡହଳ ବିକଳ ଷଢ଼ ବିକାର ହେଲେ ପାଦ ବେଡି ଶରଣକୁ ନିଅ ରାଧିକା ଗୋପାଳ

No comments:

Post a Comment