Friday, October 9, 2026

ଦୁଃଖୀଟିଏ ବାଢେ ଲୁହରେ ଭରା ପସରା

ଦୁଃଖୀଟିଏ ବାଢେ ଲୁହରେ ଭରା ପସରା ଆଉ ଯିଏ ସୁଖି ମାଗେ ସୁଖ ହେଉ ଅସରା ସୁଖ ଦୁଃଖ ମୋ ଉଭୟ ଅଛି ଚକାଡୋଳା କେବଳ ଲୋଡ଼ା ତୁମ୍ଭରି ଚରଣେ ଆଶାରା

No comments:

Post a Comment