Saturday, October 17, 2026

ସାଧାରଣ ଜୀବଟିଏ ଲାଗି

ସାଧାରଣ ଜୀବଟିଏ ଲାଗି ତୁମ୍ଭେ ପରା ଅପଲକ ଚକାଡୋଳା ଶ୍ରୀବତ୍ସ ପଦାଙ୍କିତ ହୃଦୟ ଉଛୁଳେ ଅଖିଳ ସାରା ଜନନୀ ସ୍ନେହଁ ମଥା ଉପରେ ନୀଳ ଆକାଶ ପାଦ ତଳେ ସର୍ବମ ସଂହା ବସୁଧା କୃଷ୍ଣ ଛନ୍ଦା ଚରଣରେ ରାମ ଆତ୍ମା କୃପା ନେତ୍ରରେ ବାରେ ଚାଁହ

No comments:

Post a Comment