Saturday, October 17, 2026

ବୈଷ୍ଣବ ଜନର ବ୍ୟବହାର

ବୈଷ୍ଣବ ଜନର ବ୍ୟବହାର ସଦା ସର୍ବଦା ନରମ ଅହଙ୍କାରୀ ଜନ ରାବଣ ବ୍ୟବହାର ସଦା ଗରମ ଅପଲକ ସମଦର୍ଶୀ ରବି ଚନ୍ଦ୍ର ଚକ୍ଷୁ ଚକାଡୋଳା ଅଖିଳ ବିଶ୍ୱରେ ସବୁଠୁଁ ଉଚ୍ଚାରେ ନିଷ୍କାମ ପ୍ରେମ

No comments:

Post a Comment