Monday, October 12, 2026

ତୁମ୍ଭରି ବିସ୍ତାରିତ ଚକାଡୋଳା

ତୁମ୍ଭରି ବିସ୍ତାରିତ ଚକାଡୋଳା ଦୁଇଟି ମାଆର ଆଖି ଭୃଗୁ ପଦାଙ୍କିତ ବିଶାଳ ଉଦାର ବକ୍ଷ ଜନକ ହୃଦୟ ତୁମ୍ଭରି ଅଧାଗଢା ବ୍ରହ୍ମଦାରୁ ଚରଣ ରାମର ନିଵାସ ନିରନ୍ତର ନୟନ ପଥରେ ଥାଅ ହେ ପହଣ୍ଡି ବିଜୟ

No comments:

Post a Comment