Monday, October 12, 2026

ଯୁବାର ସୁଖ ସପନ

ଯୁବାର ସୁଖ ସପନ ଆଖିରେ ଚଳ ଚଞ୍ଚଳ ସଂସାର ପକ୍ଷୀର ଡେଣା ଭସା ବାଦଲରେ ଚଳ ଚଞ୍ଚଳ ନଭ ସୂର୍ଯ୍ୟ ଚନ୍ଦ୍ରଙ୍କର ନିଷ୍କାମ ସେବାରେ ଉଜୀବିତ ମହୀ ଚକାଡ଼ୋଳାଙ୍କୁ ଚାହିଁଦେଲେ ବିସ୍ମୃତ ସକଳ ଅଭାବ

No comments:

Post a Comment