Tuesday, October 20, 2026

ସଞ୍ଜର ଅନ୍ଧାର ଯେତେ ଯେତେ ଗାଢ଼ ହୁଏ

ସଞ୍ଜର ଅନ୍ଧାର ଯେତେ ଯେତେ ଗାଢ଼ ହୁଏ ସେତେ ସେତେ ମହକି ବାସେ ସ୍ମୃତି ହେନା ଜୀବନ ଚଲା ବାଟରେ କିଛି ନୀରବ ମୁହଁ ଆଖି ଛଳ ଛଳ କରି କହେ ତୁମରି ସିନା

No comments:

Post a Comment