Tuesday, October 20, 2026

ବାଇଶି ପାହାଚରେ ପାଦ

ବାଇଶି ପାହାଚରେ ପାଦ ଯେତେ ଯେତେ ଭକ୍ତ ଆଗକୁ ବଢେ ସେତେ ବଡ଼ ଅପଲକ ଆଖିରେ ଚାହିଁ ରହିଥାଏ ଚକାଡୋଳା ଅଖିଳ ଜନକ ଜନନୀଙ୍କର ସ୍ନେହଁ ବିଶାଳ ମହାଲକ୍ଷ୍ମୀ ହୃଦୟରେ ଦର୍ଶନରେ ସକଳ ପ୍ରାରବ୍ଧ ଧ୍ବଂସ ଉଦର ପୁରେ ଅବଢ଼ା ସ୍ଵାଦରେ

No comments:

Post a Comment