Tuesday, October 20, 2026

ଧରା ପୃଷ୍ଠକୁ ମହା ପାବନ

ଧରା ପୃଷ୍ଠକୁ ମହା ପାବନ କୁମାର ପୂର୍ଣ୍ଣିମା ଉତ୍ସବ ଆସେ ଗଗନରେ ଅଧା ଚନ୍ଦ୍ର ହସେ ପୁଷ୍କରିଣୀରେ କମଳ ବାସେ ସ୍ମୃତି ଝରକାରେ ତୋ ମମତା ଗୋଟି ଗୋଟି ମନେ ପଡେ ମାଆ କମଳା ତୋ ସହସ୍ର ନାମ ରାମ ନିରନ୍ତର ଘୋଷେ

No comments:

Post a Comment