Tuesday, October 20, 2026

ମାଆ ମୁଖ ଦୁଃଖ ପାଶୋରା

ମାଆ ମୁଖ ଦୁଃଖ ପାଶୋରା ରାତ୍ରି ଆକାଶ ଚନ୍ଦ୍ରମା ବାପାଙ୍କର ମୁଖ ଆଶା ଭରସା ଦିବସ ମଣି ସୁଶୀଳ ମାଆ ମମତା ବୋଳା ପଣତ ତଳେ ମୁହିଁଟି କୁମୁଦ ବାପାଙ୍କର ବିଶାଳ ବକ୍ଷରେ ଆଉଜି ଗଲେ କମଳ

No comments:

Post a Comment