Tuesday, October 20, 2026

ଗଭାରୁ ଫୁଲ ଗଜରା ଖସି ପଡିବା ବେଳକୁ

ଗଭାରୁ ଗଜରା ଖସି ପଡିବା ବେଳକୁ ପଡିଗଲା କାଳିଆ ସାଆନ୍ତଙ୍କ ନଜର ସେବେଠାରୁ ମୁହିଁ ସର୍ବଦା କିଶୋରୀ ଚକାଆଖିଙ୍କୁ ଭାବିଛି ଆତ୍ମାଠୁଁ ନିଜର

No comments:

Post a Comment