Tuesday, October 20, 2026

ମାଆ କମଳା ପଣତ

ମାଆ କମଳା ପଣତ ତଳେ ଅଖିଳ ସଚରାଚର ଅଖିଳ ସଚରାଚର ଚକାଡ଼ୋଳାଙ୍କ ଅପଲକରେ ଷଢ଼ ଋତୁ ଘୋଷ ଯାତ୍ରା ନବଧା ଭକତି ଆଳତି ଆତ୍ମା ରୋମାଞ୍ଚିତ ସୂର୍ଯ୍ୟ ଚନ୍ଦ୍ରଙ୍କ ଆଲୋକରେ

No comments:

Post a Comment