Sunday, October 11, 2026

ଏଗାର ଇନ୍ଦ୍ରିୟ ଅତି ପାଖରେ

ଏଗାର ଇନ୍ଦ୍ରିୟ ଅତି ପାଖରେ ପାଇ ଚିହ୍ନି ପାରିଲେ ନାହିଁ କଳିରେ ଓଁକାର ବ୍ରହ୍ମ ଶ୍ୱେତପଦ୍ମ ଶରୀର କଳା ଜହ୍ନ ମୁହଁ ଷଢ଼ ବିକାର ଅଧିକାର କଲେ ଜଳ ସ୍ଥଳ ଗଗନ ବ୍ରହ୍ମାଣ୍ଡ ପତିତପାବନ ବାନା ବୋଲେ ଆତ୍ମା ଗରୁଡ ପଛରୁ ଚାହଁ

No comments:

Post a Comment